ବଲିଉଡର ଏହି ୧୦ କଳାକାର ଯିଏ ଦେଖିବାକୁ ଏକଦମ୍ କାର୍ବନ କପି, ଫଟୋ ଦେଖିଲେ ବି ହେବନି ବିଶ୍ୱାସ
ବଲିଉଡରେ ବହୁତ ତାରକା ଏମିତି ଅଛନ୍ତି ଯେଉଁମାନେ ଅବିକଳ ଏକା ଭଳି ଦେଖାଯାନ୍ତି। ଏମାନଙ୍କ ଚେହେରା ଏତେ ମିଶିଯାଏ ଯେ ଟ୍ଵିନ୍ସ ଲାଗନ୍ତି। ଆପଣ ବି ଏମାନଙ୍କୁ ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ।
ଭାରତୀ ଜଣେ ଚର୍ଚ୍ଚିତ ଷ୍ଟାଣ୍ଡ-ଅପ୍-କମେଡିଆନ ଏବଂ ଅନେକ ହାସ୍ୟାତ୍ମକ ଶୋରେ…