ଜୀବନ ପ୍ରତି ନାହିଁ କୌଣସି ଭୟ, ୭୦ ଫୁଟ ଉଚ୍ଚ ଝୁଲାରେ ବସି ଝୁଲୁଛନ୍ତି ଭାଇ ଭଉଣୀ: ଭିଡିଓ ଭାଇରଲ
ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାର ଜିନିଷକୁ ନେଇ ଡର ଲାଗିଥାଏ। କିଏ ଅଧିକ ପାଣି ଦେଖି ଡରିଯାଏ ତ ଆଉ କିଏ ଉଚ୍ଚତା ଦେଖି ଡରିଯାଏ। ପ୍ରାୟତଃ ସମସ୍ତଙ୍କୁ ନିଜ ଜୀବନ ପ୍ରତି ଭୟ ରହିଥାଏ। ହେଲେ କେହି ନିଜକୁ ଚର୍ଚ୍ଚାକୁ ଆଣିଵା ପାଇଁ ଏପରି କାମ କରି ଯାଆନ୍ତି ତାହା ସୀମା ବାହାରେ । ଯଦି କିଏ…