Browsing Tag

sick baby elephant

ପର କରିଦେଲା ମା’, ଲୁହ ଗଡ଼ାଉଛି ଅସୁସ୍ଥ ଛୁଆ ହାତୀ

କରଞ୍ଜିଆ (କେନ୍ୟୁଜ): ପର କରିଦେଲା ମା'। ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଘଡଘଡି ମାରୁଥିବା ବେଳେ ମୁହଁ ଫେରାଇ ନେଇ ଚାଲିଗଲା ମାଆ ହାତୀ । ଏପରି ଏକ ହୃଦୟସ୍ପର୍ଶୀ ଘଟଣା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକର ଜାମୁତି ମୁଣ୍ଡାସାହି ନିକଟରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ୨୨ଟିକିଆ…