Browsing Tag

sick elephant

୬ ମାସର ହାତୀ ଛୁଆର ଗୋଡ଼ରେ ଲାଗିଛି ଆଘାତ, ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ

କେନ୍ଦୁଝର (କେନ୍ୟୁଜ): ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ ଜାରି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡାବରଚୁଆ ସଂରକ୍ଷିତ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ ପାଇଁ ସପ୍ତାହେ ଧରି ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଟିମ୍ ଉଦ୍ୟମ…