ଋଗଣ ଶିଳ୍ପର ପୁନରୁଦ୍ଧାର ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ଏକ ବଡ଼ ବିକଳ୍ପ ହୋଇ ପାରିବ
ଏଇ କୋଭିଡ୍ ସଂକଟ ସମୟରେ ରାଜ୍ୟବାସୀଙ୍କ ଜୀବନ ଜୀବିକାକୁ ସୁଧାରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ୧୭ ହଜାର କୋଟି ଟଙ୍କାର ଅନୁଦାନ । ଯାହାକୁ ମିଳିଛି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ । ଏଥିରେ ଅନ୍ୟ କିଛି ପ୍ରସଙ୍ଗ ସହ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ…