ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଚୋରି ଅଭିଯୋଗ ଆଣିଲେ କିଙ୍ଗ ଖାନ୍
ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଲାଗିଲା ଚୋରିର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି କିଙ୍ଗ ଖାନ ଶାହରୁଖ । ସେ ଏନେଇ ସୋସିଆଲ ମିଡିଆରେ ଟ୍ଵିଟ୍ କରିଛନ୍ତି । ସିଦ୍ଧାର୍ଥଙ୍କ ଘରର ଇଣ୍ଟେରିୟର ଡିଜାଇନ ଶାହରୁଖଙ୍କ ପତ୍ନୀ ଗୌରି ଖାନ୍ କରିଛନ୍ତି । ଗୌରି ଟ୍ଵିଟ୍ କରି ସିଦ୍ଧାର୍ଥଙ୍କ ଘରର କିଛି…