ଆମେରିକାରେ ବାନା ଉଡ଼ାଇଲେ ଓଡ଼ିଆ ପୁଅ, ସିଦ୍ଧାର୍ଥ ମିଶ୍ରଙ୍କୁ ମିଳିଲା ମର୍ଯ୍ୟାଦାଜନକ ଡିଓଇ ଆୱାର୍ଡ଼
ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଆ ପୁଅ ଡ. ସିଦ୍ଧାର୍ଥ ମିଶ୍ର ଆମେରିକା ସ୍ଥିତ ଓକଲାହୋମା ବିଶ୍ବବିଦ୍ୟାଳୟ କଲେଜ ଆଫ୍ ଆର୍ଥ ଆଣ୍ଡ ଏନର୍ଜିରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ମିଳିଛି ଆମେରିକା ଶକ୍ତି ବିଭାଗ (ଡିଓଇ) ପକ୍ଷରୁ ମର୍ଯ୍ୟାଦାଜନକ ପୁରସ୍କାର ଡିଓଇ ଆର୍ଲି…