ମାତା ପାର୍ବତୀଙ୍କ ଦ୍ୱାରା ଲଗାଯାଇଥିବା ବୃକ୍ଷ ଆଜି ବି ରହିଛି ସୁରକ୍ଷିତ, ଜାଣନ୍ତୁ କେଉଁଠି
ମାତା ପାର୍ବତୀ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ବୃକ୍ଷ ଲଗାଇଛନ୍ତି, ଯାହା ମଧ୍ୟରେ ଆଜି କିଛି ବୃକ୍ଷ ସୁରକ୍ଷିତ ରହିଛି। ତେବେ ଆସନ୍ତୁ ଜାଣିବା ସେସବୁ ବୃକ୍ଷ ମଧ୍ୟରୁ ସୁରକ୍ଷିତ ଥିବା ଏକ ବୃକ୍ଷ ବିଷୟରେ। କୁହାଯାଇଥାଏ ମାତା ପାର୍ବତୀ ଉଜ୍ଜୟିନୀର କ୍ଷିପ୍ରା ତଟ୍ଟରେ ଏକ ବରଗଛ ଲଗାଇଥିଲେ,…