ଏହି ଲୋକମାନଙ୍କୁ କଳାଲୁଣ ଠାରୁ ଦୂରେଇ ରହିବା ଆବଶ୍ୟକ ନହେଲେ ହୋଇପାରେ ଏହିସବୁ ସମସ୍ୟା
ରାଇତା ହେଉ କିମ୍ବା ସାଲାଡ଼ କଳାଲୁଣ ବିନା ସବୁ ଲାଗିଥାଏ ଅଧୁରା । ତା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଭଲ ବୋଲି କୁହାଯାଇଥାଏ । ଏହି ଲୁଣର ସ୍ୱାଦ ଏକ ପ୍ରକାର ଭିନ୍ନ ହେବା ସହିତ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ ।
ସାଧାରଣତଃ ଅନେକ ଲୋକ କଳା ଲୁଣକୁ ବହୁତ ପସନ୍ଦ…