ଅଧିକ ଲୁଣିଆ ଖାଦ୍ୟ ଖାଉଥିଲେ ଏବେଠୁ ହୁଅନ୍ତୁ ସାବଧାନ! ଦେଖାଦେଇପାରେ ଏସବୁ ମାରାତ୍ମକ ରୋଗ
ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଲୁଣ ବ୍ୟବହାର କରୁ। ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରିଥାଏ। କିନ୍ତୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର କ୍ଷତି ହୁଏ। ଲୁଣରେ ସୋଡିୟମ ଓ କ୍ଲୋରାଇଡ୍ ରହିଛି, ଯାହାକୁ ଅଧିକ ସେବନ କଲେ ବିଭିନ୍ନ ରୋଗ ଦେଖାଦିଏ। ତେବେ ଆସନ୍ତୁ ଜାଣିବା ଅଧିକ ଲୁଣ ଖାଇଲେ କି କି…