Browsing Tag

side effect

ଟାଟୁ କଲେ ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ ଏହାର ଅନ୍ୟ ସାଇଡ୍‌ ଇଫେକ୍ଟ

ଆଜିକାଲି ଯୁବ ପିଢ଼ିଙ୍କ ମଧ୍ୟରେ ଟାଟୁକୁ ନେଇ ବହୁତ କ୍ରେଜ୍‌ ରହିଛି। ଉଭୟ ପୁଅ ଓ ଝିଅ ଶରୀରର ବିଭିନ୍ନ ଅଙ୍ଗରେ ରଙ୍ଗ ବେରଙ୍ଗର ଟାଟୁ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଟାଟୁ ଶରୀରକୁ ରଙ୍ଗୀନ କରୁଥିବା ବେଳେ ଏହାର ଅନେକ ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଖାସ୍‌ କରି ଚର୍ମରେ କାଳି…

ମାସେ ଯାଏଁ ଛାଡି ଦିଅନ୍ତୁ ଚା’ ଏବଂ କଫି, ଶରୀରରେ ଆସିବ ଏହି ସବୁ ପରିବର୍ତ୍ତନ

ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି । କିଛି ଲୋକ ଦିନକୁ ଦୁଇ କପ୍ ଚା କିମ୍ବା କଫି ପିଉଥିବାବେଳେ କେହିକେହି ଦିନକୁ ଚାରି କିମ୍ବା ପାଞ୍ଚ କପ୍ କଫି ଓ ଚା ପିଇଥାନ୍ତି । ଚା ’କିମ୍ବା କଫି ପିଇବା ପରେ ଜଣେ ସତେଜ ଅନୁଭବ କରେ । ଅନେକ ଲୋକ ଏକ ପ୍ରକାର…

ଗର୍ଭପାତ ପାଇଁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ଜାଣିରଖନ୍ତୁ ଏସବୁ କଥା

ବେଳେ ବେଳେ ମହିଳାମାନେ ଭୁଲରେ ଗର୍ଭଧାରଣ କରି ବସନ୍ତି, ଯାହାକୁ ଅବାଞ୍ଛିତ ଗର୍ଭଧାରଣ ବୋଲି କୁହାଯାଏ। ସେମାନେ ମାନସିକ ଓ ଶାରୀରିକ ଭାବେ ଏଥିପାଇଁ ପ୍ରସ୍ତୁତ ହୋଇନଥିବାରୁ ଏହି ଗର୍ଭକୁ ନଷ୍ଟ କରିବା ବିଭିନ୍ନ ଗର୍ଭନିରୋଧକ ମେଡିସିନ୍‌ ଖାଇଥାନ୍ତି। ଅତି ଆବଶ୍ୟକ ପଡ଼ିଲେ ଏଥିପାଇଁ କିଛି ମହିଳା…

ସାବଧାନ୍‌! ଜୀବନ ନେଇପାରେ ଆବଶ୍ୟକ ଠାରୁ ଅଧିକ ମହୁ ସେବନ

ସ୍ୱାସ୍ଥ୍ୟ ପାଇଁ ମହୁର ଫାଇଦା ବିଷୟରେ ତ ଆମେ ପିଲାବେଳୁ ଶୁଣି ଆସିଛେ। ଅଧିକାଂଶ ଲୋକ ଏହାର ଫାଇଦା ବିଷୟରେ ଜାଣି ଏହାକୁ ସବୁ ବେଳେ ମନ ଇଚ୍ଛା ମାତ୍ରାରେ ସେବନ କରିଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁସାରେ, ଅଧିକ ମାତ୍ରାରେ ମହୁ ସେବନ ଶରୀରର ଲାଭ ବଦଳରେ କ୍ଷତି କରିପାରେ। ଆସନ୍ତୁ…

ଜାଣନ୍ତୁ ପନିରକୁ କେଉଁ ଉପାୟରେ ଖାଇଲେ ଶରୀରକୁ ମିଳିବ ଅନେକ ଫାଇଦା

ପନିର୍ ଏପରି ଏକ ଖାଦ୍ୟ, ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ପାଟିକୁ ମଧ୍ୟ ବହୁତ ସ୍ୱାଦିଷ୍ଟ। ଏମିତି କୌଣସି ଶାକାହାରୀ ନାହାନ୍ତି ଯେ ଯେଉଁମାନେ ପନିର୍ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଲୋକଙ୍କ ମନରେ ଅନେକ ସମୟରେ ପନିର ବିଷୟରେ ଏକ ପ୍ରଶ୍ନ ଥାଏ ଯେ ଏହାକୁ ଖାଇବା ପାଇଁ…

ଆମ୍ବ ଖାଆନ୍ତୁ କିନ୍ତୁ ଟିକେ ଜଗିରଖି, ଅଧିକ ଖାଇଲେ ଦେଖାଦେଇପାରେ ଏସବୁ ସାଇଡ୍‌ ଇଫେକ୍ଟ

ଖରାଦିନେ ବଜାରରେ ଆମ୍ବର ପସରା ଦେଖିବାକୁ ମିଳେ। ଏହି ଋତୁରେ ଆମ୍ବର ଦାମ୍‌ ଅନ୍ୟ ଦିନ ଅପେକ୍ଷା ଅପେକ୍ଷାକୃତ କମ୍‌ ହୋଇଥିବାରୁ ଲୋକମାନେ ମଧ୍ୟ ଦରକାର ଠାରୁ ଅଧିକ ଆମ୍ବ କିଣିନିଅନ୍ତି। ଫଳରେ ଅଧିକ ପରିମାଣର ଆମ୍ବ ଖାଇଥାନ୍ତି। ଆମ୍ବରେ ଭିଟାମିନ୍‌ ଏ, ବି, ସି, ଇ, କେ ବ୍ୟତୀତ ଜରୁରୀ…

ଆପଣ ବି ଦୀର୍ଘ ସମୟ ଯାଏଁ ମାଂସକୁ ଫ୍ରିଜ୍‌ରେ ରଖୁଛନ୍ତି କି! ଜାଣନ୍ତୁ ଏହା ଦ୍ୱାରା ହେଉଥିବା ସମସ୍ୟା ସମ୍ପର୍କରେ

ଅଧିକାଂଶ ଲୋକ ମାଂସକୁ ଫ୍ରିଜ୍‌ରେ ଷ୍ଟୋର କରି ରଖିଥାନ୍ତି ଓ ଦରକାର ବେଳେ କାଢ଼ି ବ୍ୟବହାର କରନ୍ତି। କିନ୍ତୁ ଏଭଳି ମାଂସ ଖାଇବା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ବିଶେଷଜ୍ଞଙ୍କ ମତରେ, ମିଟ୍‌ ବା ମାଂସକୁ ସବୁବେଳେ ସଫା ଜାରରେ ପ୍ୟାକ୍‌ କରି…

କରୋନା ଟିକାର ସାଇଡ୍‌ ଇଫେକ୍ଟ ନେଇ ରହିଥିବା ଭୁଲ ଧାରଣା ଦୂର କରନ୍ତୁ

କରୋନା ଭାଇରସ୍‌କୁ ରୋକିବ ଟିକା ବା ଭ୍ୟାକସିନ । ଏଇ ବିଶ୍ୱାସରେ ଏବେ ସାରା ଦେଶରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି । ତେବେ ଲୋକଙ୍କ ଭିତରେ କିଛି ଭ୍ରମାତ୍ମକ କଥା ମଧ୍ୟ ପ୍ରଚାରିତ ହେଉଛି । ଯେମିତିକି ଟିକାର ପାର୍ଶ୍ୱପ୍ରତିକ୍ରିୟା ବା ସାଇଡ୍‌ ଇଫେକ୍ଟ । ଅବଶ୍ୟ ଦେଖା ଯାଇଛି ଯେ କିଛି…

ଖାଇବା ପୂର୍ବରୁ ସତର୍କ ରୁହନ୍ତୁ, ଶରୀରରେ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଏହି ପରିବା ଦାୟୀ

ଆମେ ସମସ୍ତେ ଜାଣିଛେ, କୌଣସି ଖାଦ୍ୟକୁ ଯଦି ଆମେ ଅଧିକ ଖାଇବା ତାହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ସେମିତି ରହିଛି ସବୁଜ ପନିପରିବା। ସବୁଜ ପନିପରିବାରେ ପୋଷକ ତତ୍ତ୍ୱର ମାତ୍ରା ଅଧିକ ରହିଥାଏ। ଯେମିତି ପ୍ରୋଟିନ, ଭିଟାମିନ, କ୍ୟାଲସିୟମ ଓ ଆଇରନ। ସେଥିପାଇଁ ଏହାକୁ ଆମେ ପ୍ରତିଦିନ ନିଜ…

ଇମ୍ଯୁନିଟି ବଢାଇବା ପାଇଁ ଅଧିକ ମାତ୍ରାରେ ଭିଟାମିନ ସି ଔଷଧ ଖାଉଛନ୍ତି କି ? ହୋଇପାରେ ଅନେକ କ୍ଷତି

୨୦୨୦ ମସିହାରେ କରୋନା ଭାଇରସ ଲୋକଙ୍କୁ ସ୍ବାସ୍ଥ୍ଯ ସଚେତନ କରିଦେଲା। ଇଣ୍ଟରନେଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଶବ୍ଦ ହେଉଛି ଇମ୍ଯୁନିଟି। ଆଉ ଏହି ଇମ୍ଯୁନିଟି ବଢାଇବା ପାଇଁ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଇବାକୁ ଲାଗିଲେ। ଯେଉଁ ଲୋକ ଫଳ ଖାଇବାକୁ ପସନ୍ଦ କରନ୍ତି ନାହିଁ, ସେମାନେ…

ଶାରୀରିକ ସମ୍ପର୍କ ରଖୁନଥିବା ବ୍ୟକ୍ତିଙ୍କ ଠାରେ ଦେଖାଦିଏ ଏସବୁ ସମସ୍ୟା, ରିସର୍ଚ୍ଚରେ ହେଲା ଖୁଲାସା

ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖିବା ଶରୀର ପାଇଁ ଲାଭକାରୀ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସମ୍ବନ୍ଧ ରଖୁଥିବା ଦମ୍ପତିଙ୍କ ସ୍ୱାସ୍ଥ୍ୟ ସାଧାରଣ ଦମ୍ପତିଙ୍କ ତୁଳନାରେ ଅଧିକ ସୁସ୍ଥ ରହିଥାଏ। ସେକ୍ସ କରିବା ବେଳେ ଶରୀରର ବ୍ୟାୟାମ ମଧ୍ୟ ହୋଇଥାଏ, ଫଳରେ ଝାଳ ବାହାରେ। ଏହା…

ଶରୀର ପାଇଁ କ୍ଷତିକାରକ ଶାଗୁଦାନା ଖିଚିଡି, ଅଧିକ ଖାଇବା ଆଗରୁ ହୋଇଯାଆନ୍ତୁ ସାବଧାନ

ମହିଳାମାନେ ଓଷା ବ୍ରତ କଲେ ଶାଗୁ ଖାଇଥାନ୍ତି। ଏହାଛଡା ଅନେକ ସମୟରେ ଶାଗୁକୁ ଲୋକେ ଜଳଖିଆ ଭାବେ ବ୍ୟବହାର କରିଥାନ୍ତି। ଶାଗୁ ଖାଇବା ଶରୀର ପାଇଁ ଲାଭଦାୟକ। କିନ୍ତୁ ବେଳେ ବେଳେ ଏହାକୁ ଅଧିକ ମାତ୍ରାରେ ଖାଇବା ଯୋଗୁଁ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। କିନ୍ତୁ ଯଦି ଆପଣ ପ୍ରତିଦିନ ଶାଗୁ…