ହାଇ ହିଲ୍ ପିନ୍ଧୁଥିଲେ ସାବଧାନ, ହୋଇପାରେ ଏହି ରୋଗ
ହାଇ ହିଲ୍ ପିନ୍ଧିବା ପାଇଁ ସବୁ ଝିଅ ବହୁତ ପସନ୍ଦ କରଥାନ୍ତି । କିନ୍ତୁ ହାଇ ହିଲ୍ ପିନ୍ଧିଲେ ଆମେ ଯେତେ ସୁନ୍ଦର ଦେଖାଯାଉନା କାହିଁକି, ବେଳେବେଳେ ଏହି ହାଇ ହିଲ୍ ଆମ ପାଦକୁ ବହୁତ କଷ୍ଟ ଦେଇଥାଏ । ପ୍ରକୃତରେ ଆମ ପାଦ ପାଇଁ ସେହି ଚପଲ ଠିକ୍ ହୋଇଥାଏ, ଯେଉଁ ଚପଲକୁ ପିନ୍ଧିଲେ ଆମ ପାଦକୁ…