କସ୍ମେଟିକ୍ ସର୍ଜରୀ ପରେ ବିଗିଡ଼ିଗଲା ଚେହେରା, ଏବେ ଏମିତି ଦେଖାଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବେଳେବେଳେ କିଛି ଏମିତି କରି ବସନ୍ତି, ଯେଉଁଥିପାଇଁ ତାଙ୍କୁ ସାରା ଜୀବନ ପସ୍ତେଇବାକୁ ପଡ଼ିଥାଏ। ସେଭଳି ହୋଇଛି ଚୀନୀ ସୁପରଷ୍ଟାର ଗାଓ ଲିଓଙ୍କ ସହ। ସେ ପୂର୍ବରୁ ବହୁତ ସୁନ୍ଦର ଥିଲେ। କିନ୍ତୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ସେ କସ୍ମେଟିକ୍ ସର୍ଜରୀର…