Browsing Tag

side effects of drinking water

ଠିଆ ହୋଇ ପାଣି ପିଉଥିଲେ ସାବଧାନ ! ଶରୀର ଉପରେ ପଡ଼ିପାରେ ଏସବୁ କୁ-ପ୍ରଭାବ

ଆଜିଯାଏଁ ଆପଣ ପାଣି ପିଇବାର ଲାଭ ବିଷୟରେ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି ଭୁଲ ଉପାୟରେ ପାଣି ପିଇଲେ ଲାଭ ନୁହେଁ, ବରଂ କ୍ଷତି ହୋଇଥାଏ। ଏହି କଥା ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ବ୍ୟକ୍ତି କେଉଁ ପୋଜିସନ୍‌ରେ ପାଣି ପିଉଛନ୍ତି ତାହାର ପ୍ରଭାବ ଶରୀର ଉପରେ ଉଭୟ ଭଲ କିମ୍ବା ଖରାପ…