ଅଧିକ ଆଖୁରସ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ , ଭୋଗିବାକୁ ପଡିପାରେ ଏହି ସମସ୍ୟା
ଗରମ ସମୟରେ ଲୋକମାନେ ଆଖୁ ରସ ପିଇବା ଖୁବ୍ ପସନ୍ଦ କରିଥାନ୍ତି। ପୋଦିନା ସହ ଆଖୁ ରସ ମିଶାଇ ସେବନ କଲେ ଶରୀର ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଅଧିକ ଆଖୁ ରସ ପିଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଅଧିକ ଆଖୁ ରସ ପିଇବା ଦ୍ବାରା…