Browsing Tag

side effects of homemade facepack

ତ୍ବଚାକୁ ଚମକାଇବା ପାଇଁ ଘରୋଇ ଫେସପ୍ୟାକ ବ୍ୟବହାର କରୁଛନ୍ତିକି, ତେବେ ହୋଇଯାନ୍ତୁ ସାବଧାନ

ଏଗୁଡିକ ତ୍ୱଚା ଉପରେ କୌଣସି ପ୍ରକାର କୁପ୍ରଭାବ ପକାଏ ନାହିଁ । କିନ୍ତୁ ପ୍ରକୃତରେ ଏହା ଏକ ଭୁଲ ଧାରଣା । ତ୍ୱଚାର ପ୍ରକାର ଭେଦ ଅନୁଯାୟୀ ଏହି ପ୍ରାକୃତିକ ଭାବେ ମିଳୁଥିବା ଘରୋଇ ଜିନିଷ ଗୁଡିକ ବି କୁପ୍ରଭାବ ପକାଇପାରେ । ତେବେ ଆସନ୍ତୁ ସେବିଷୟରେ ଜାଣି ରଖିବା । ଲେମ୍ବୁ: ଲେମ୍ବୁ ଏକ…