Browsing Tag

Side Effects of Pineapple

ଆପଣଙ୍କର ଆଲର୍ଜି ଥିଲେ କେବେ ବି ଖାଆନ୍ତୁ ନାହିଁ ସପୁରୀ, ଯାଇପାରେ ଜୀବନ

ସପୁରୀ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ, ତାହା ଆମେ ଜାଣିଛେ। ଏଥିରେ କ୍ଯାଲୋରୀ ମାତ୍ରା କମ୍ ସହିତ ଭିଟାମିନ ଏବଂ ମିନେରାଲ୍ସ ଭରପୁର ଭାବେ ରହିଥାଏ। ସପୁରୀରେ ଭିଟାମିନ ସି ଏବଂ ଫାଇବର ଭଲ ସ୍ରୋତ ରହିଥାଏ। ଏହାଛଡା ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିଥାଏ। କିନ୍ତୁ…