ଖରାଦିନେ ଅଧିକ ତରଭୁଜ ଖାଉଥିଲେ ସାବଧାନ! ଦେଖାଦେଇପାରେ ଏସବୁ ଗମ୍ଭୀର ସମସ୍ୟା
ଖରାଦିନ ଆସିଲେ ତରଭୁଜର ଚାହିଦା ବହୁତ ବଢ଼ିଯାଏ। ଖରାଦିନେ ଖିଆ ଯାଉଥିବା ପରିବା ମଧ୍ୟରେ ତରଭୁଜ ପ୍ରମୁଖ। ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ। ତରଭୁଜରେ ପ୍ରାୟ ୯୨ ପ୍ରତିଶତ ପାଣି ରହିଥାଏ। ଏଣୁ ତରଭୁଜ ସେବନ କରିବାକୁ ଏକ ଆଶୀର୍ବାଦ ବୋଲି କୁହାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ…