ଜାଣନ୍ତୁ କେଉଁ ଲୋକମାନେ କଖାରୁ ଖାଇବା ଉଚିତ୍ ନୁହେଁ
କଖାରୁରେ ଭିଟାମିନ୍ A ଭରପୂର ମାତ୍ରାରେ ଥାଏ । ଏହା ହେଲଦି ସ୍କିନ୍, ହାଡ ଓ ଦାନ୍ତକୁ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ, ଯାହା ଅନେକ ରୋଗରୁ ରକ୍ଷାକରିଥାଏ । ଏହା ପେଟର ମେଟାବୋଲିକ୍ ହାରକୁ ବଢାଇଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଭଲ…