ଯନ୍ତ୍ରଣାରେ ଛଟପଟ ହେଉଛି ଘରର ଭେଣ୍ଡିଆ ପୁଅ ସିଦ୍ଧାନ୍ତ, ହାତ ଯୋଡ଼ି ସାହାଯ୍ୟ ମାଗୁଛି ମା’
୩୧ ବର୍ଷର ଭେଣ୍ଡିଆ ପୁଅ । ରୋଗରେ ଆକ୍ରାନ୍ତ ହୋଇ ଏବେ ବିଛଣାରେ ଶୋଇ ରହିଛନ୍ତି । ପୁଅକୁ କେମିତି ଭଲ କରିବ ଦିନ ରାତି ଚେଷ୍ଟା ଚଳାଇଛି ମା’। ହେଲେ ପୁଅକୁ ଏତେ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତା’ ମନ ବୁଝୁନି । ସୁସ୍ଥ କରିବା ପାଇଁ ମେଡିକାଲକୁ ନେଇ ପାରୁନାହାନ୍ତି ପରିବାର ଲୋକେ ।…