ଆହତ ହାର୍ଦ୍ଦିକ, ଅକ୍ଷର ଓ ସାର୍ଦ୍ଦୁଲ ଏସିଆ କପରୁ ବାଦ୍
ମୁମ୍ବାଇ : ଆହତ କାରଣରୁ ଭାରତୀୟ ଦଳର ତିନି ଜଣ ଯୁବ ଖେଳାଳି ଚଳିତ ଏସିଆ କପରୁ ବାଦ୍ ପଡ଼ିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିବା ଅଲରାଉଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଖେଳି ପାରିବେ ନାହିଁ । ତାଙ୍କ ସ୍ଥାନ ନେଇଛନ୍ତି ଦୀପକ ଚହର । ସେହିପରି…