ବାପାଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ଦିଲ୍ଲୀରେ ପହଞ୍ଚିଥିଲେ ଦମ୍ପତି
ବାପାଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ଗତ ୧୪ ଫେବୃଆରୀରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବାପା ସୁନୀଲ ମଲହୋତ୍ରା ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପ୍ରେମ ଦିବସ ପାଳନ ଚାଲିଥିବାବେଳେ ସିଦ୍ଧାର୍ଥ ମଲହୋତ୍ରା ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ବାପାଙ୍କ…