ସିଦ୍ଧାର୍ଥଙ୍କ ପାଇଁ କିଆରା ଆଡଭାନୀଙ୍କ ରୋମାଣ୍ଟିକ ପୋଷ୍ଟ! କ’ଣ ଖୁଲମଖୁଲା କରି ଦେଲେ କି ପ୍ରେମ ନିବେଦନ? ଫଟୋକୁ ନେଇ…
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ରବିବାର ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫେମ୍ ଆକ୍ଟରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶୁଭେଚ୍ଛା ବାର୍ତ୍ତା ଛାଇ ଯାଇଛି। ତେବେ ଏହାରି ଭିତରେ ଜଣେ ବହୁତ ଖାସ୍ ବ୍ୟକ୍ତି ସିଦ୍ଧାର୍ଥଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଜନ୍ମଦିନର ଶୁଭକାମନା…