Browsing Tag

sidharth malhotra

ରିଲିଜ ହେଲା ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ଗୀତ ମାନିକେ ମାଗେ ହିତେ, ଅପସରା ହୋଇ ସିଦ୍ଧାର୍ଥଙ୍କୁ କିମିଆଁ କଲେ ନୋରା

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଥ୍ୟାଙ୍କ ଗଡ’ ଗୀତ ମାନିକେ ମାଗେ ହିତେ ରିଲିଜ ହୋଇଛି। ଏହି ଗୀତକୁ ନେଇ ଫ୍ୟାନ୍ସ କେବେଠୁ ଅପେକ୍ଷା କରିଥିଲେ। ଏହି ଗୀତରେ ନୋରା ଫତେହୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ କିଲର ଲୁକ୍‌ ଦେଖିବାକୁ ମିଳିଛି। ଗୀତଟି ରିଲିଜ ହେବା ପରଠୁ ସୋସିଆଲ ମିଡିଆରେ ଭାଇରଲ…

ଆମ ସମ୍ପର୍କ ବନ୍ଧୁତା ଠାରୁ ଟିକେ ଅଧିକ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ କହିଲେ ମନ କଥା

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଫେୟାର୍ସ ଖବର ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ଖବର। ଏହି ଯୋଡ଼ି ରିଲେସନ୍‌ସିପ୍‌ରେ ଥିବା ନେଇ ଖବର ଦୀର୍ଘ ଦିନ ହେଲାଣି ସାମ୍ନାକୁ ଆସୁଛି। କିଆରା ଓ ସିଦ୍ଧାର୍ଥ ଉଭୟେ ପ୍ରେମରେ ଥିବା ନେଇ ଫ୍ୟାନ୍‌ମାନେ ବି ଅନେକ ଥର ଦେଖିଛନ୍ତି। ପବ୍ଲିକ୍‌…

‘ଶେରଶାହ’ ପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାର୍ଥ ଏବଂ କିଆରା, ଦେଖିବାକୁ ମିଳିବ ଜବରଦସ୍ତ କେମେଷ୍ଟ୍ରି

‘ଶେରଶାହ’ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ କେମେଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଖବର ମୁତାବକ, ଖୁବଶୀଘ୍ର ଦୁହେଁ ଏବେ ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି। ଦୁହେଁ ସବୁବେଳେ ନିଜର ପର୍ସନାଲ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଫ୍ୟାନ୍ସ ଦୁହିଁଙ୍କ…

ବିବାହ ନେଇ ମୁହଁ ଖୋଲିଲେ ସିଦ୍ଧାର୍ଥଙ୍କୁ ଡେଟ୍‌ କରୁଥିବା କିଆରା ଆଡଭାନୀ, କହିଲେ ମନ କଥା

ବଲିଉଡ୍‌ର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାନୀ ଜଣେ। ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ଭୁଲ ଭୁଲୈୟାଁ ୨ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମରେ କିଆରାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି। ଇତି ମଧ୍ୟରେ କିଆରାଙ୍କ ଆଗାମୀ ଫିଲ୍ମ ଯୁଗ ଯୁଗ ଜିଓର…

ଆକ୍ସନ ସିନ୍‌ ସୁଟିଂ ବେଳେ ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଆହତ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଭାବେ ଆହତ ହୋଇଛନ୍ତି। ସୁଟିଂ ସମୟରେ ଏପରି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ସିଦ୍ଧାର୍ଥ ଏବେ ରୋହିତ ସେଟ୍ଟୀଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ସୁଟିଂ କରୁଛନ୍ତି। ଏହି ସିରିଜ ଆକ୍ସନରେ ଭରପୂର ରହିବ। ତେଣୁ ସବୁ ଷ୍ଟାର…

ଚର୍ଚ୍ଚାରେ ବ୍ରେକ ଲଗାଇଲେ ସିଦ୍ଧାର୍ଥ ଏବଂ କିଆରା, ଇଦ୍‌ ପାର୍ଟିରେ ଏକାଠି ଆସିଲେ ନଜର

ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ୍‌ ଏବଂ ଆୟୁଷ ଶର୍ମାକ ଇଦ୍‌ ପାର୍ଟିରେ ମନୋରଂଜନ ଜଗତରେ ବଡ ସେଲିବ୍ରିଟିକୁ ଦେଖିବାକୁ ମିଳିଥିଲା। ପାର୍ଟିରେ ଅନେକ ସେଲିବ୍ରିଟିଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏମାନଙ୍କ ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କିଆରା ଏବଂ ସିଦ୍ଧାର୍ଥ। ଏବେ…

ବ୍ରେକଅପ୍‌କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପବ୍ଲିକ ଜାଗାରେ ଖସିଗଲା କିଆରାଙ୍କ ଡ୍ରେସ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀମାନେ ନିଜର ନୂଆ ଲୁକ୍ସ ନେଇ କଠିନ ପରିଶ୍ରମ କରନ୍ତି। ରେଡ କାର୍ପେଟରେ ସୁନ୍ଦର ଦେଖାଯିବା ପରେ ସବୁ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ ବେଳେ ବେଳେ ଏହି ପରିଶ୍ରମ ବୃଥା ହୋଇଥାଏ। ସର୍ବସାଧାରଣ ସ୍ଥାନରେ ଅଭିନେତ୍ରୀ ଲଜ୍ୟା ଅନୁଭବ କରନ୍ତି। ଏମିତି ଲଜ୍ୟା ମୁହୂର୍ତ୍ତର ଶିକାର…

କିଆରାଙ୍କ ସହିତ ବ୍ରେକଅପ୍‌ ହେବା ଚର୍ଚ୍ଚା ମଧ୍ୟରେ ସିଦ୍ଧାର୍ଥ କଲେ ‘ଫିଲିଂ ଗୁଡ୍‌’ ପୋଷ୍ଟ, ଫ୍ୟାନ୍ସ କରୁଛନ୍ତି…

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଏବେ ନିଜ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଦୁହିଁଙ୍କ ବ୍ରେକଅପ୍‌ ଖବର ନେଇ ଅନେକ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଛି। କିଆରାଙ୍କୁ ଅନେକ ଥର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଘରେ ଦେଖିବାକୁ ମିଳିଥାଏ। କିନ୍ତୁ ଦୁହେଁ ଏବେ ପରସ୍ପରକୁ ଦେଖା…

ମୋ ଜୀବନରେ ଯିଏ ଅଛି ସେ ରହିବେ, କାହାକୁ ଭୁଲିବାକୁ ଚାହୁଁନାହିଁ: କିଆରା ଆଡଭାନୀ

କିଆରା ଆଡଓ୍ଵାନୀ ଗତକିଛି ଦିନ ହେଲାଣି ବୟଫ୍ରେଣ୍ଡ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ବ୍ରେକଅପ୍‌ ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି।ଦୁହେଁ ଏବେ ପରସ୍ପରକୁ ସାକ୍ଷାତ ବି କରୁନାହାନ୍ତି । ଆଉ ଏବେ କିଆରାଙ୍କ ଅପକମିଙ୍ଗ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଟ୍ରେଲର ଲଞ୍ଚ ହୋଇଛି। ଯାହାକୁ ଦେଖିବା ପରେ…

ଅଲଗା ହେଲେ ବଲିଉଡ୍‌ର ଷ୍ଟାଇଲିସ୍‌ ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ, ସାମ୍ନାକୁ ଆସିଲା ବଡ଼ କାରଣ

ଅଲଗା ହେଲେ ବଲିଉଡ୍‌ର ଷ୍ଟାଇଲିସ୍‌ ତଥା ଦମ୍‌ଦାର ଯୋଡ଼ି ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ। ଏହି ଯୋଡ଼ି ଦୀର୍ଘ ଦିନ ହେଲାଣି ଏକାଠି ଥିବା ବେଳେ ଏବେ ଏମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଖବର ସିଦ୍ଧାର୍ଥ ଓ କିଆରାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଧକ୍କା ସଦୃଶ୍ୟ…

ଅତି ଆପଣାର ‘ଓସ୍କାର’କୁ ହରାଇଲେ ସିଦ୍ଧାର୍ଥ ମାଲହୋତ୍ରା, କିଆରାଠୁ ଆଲିଆ ପର୍ଯ୍ୟନ୍ତ ସମସ୍ତେ ହେଲେ ଇମୋସନାଲ

ନିଜର ଅତି ଆପଣାର ବନ୍ଧୁକୁ ହରାଇଛନ୍ତି ବଲିଉଡ୍‌ର ଚକୋଲେଟ୍‌ ହିରୋ ସିଦ୍ଧାର୍ଥ ମାଲହୋତ୍ରା। ଏହି ଦୁଃଖଦ ଖବରକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସିଦ୍ଧାର୍ଥ ନିଜ ପୋଷା କୁକୁର ଓସ୍କାରକୁ ହରାଇବା ପରେ ଏକ ମନକୁ ଛୁଇଁଗଲା ଭଳି ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ନିଜ…

କିଆରା ନୁହେଁ ଦିଶାଙ୍କ ସହିତ ରୋମାନ୍ସ କରିବେ ସିଦ୍ଧାର୍ଥ, କରନ ଜୋହର ସେୟାର କଲେ ଫଟୋ

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଫିଲ୍ମ ‘ଯୋଦ୍ଧା’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଆଙ୍ଗ୍ରି ଲୁକ୍‌ରେ ନଜର ଆସିବେ। କରନ ଜୋହରଙ୍କ ପ୍ରଡକ୍ସନ ହାଉସ୍‌ ଧର୍ମା ପ୍ରଡକ୍ସନରେ ନିର୍ମିତ ଏହି ଫିଲ୍ମରେ ଲିଡ୍‌ ଅଭିନେତ୍ରୀ ନଜର ଆସିବେ ଦିଶା…