Browsing Tag

sidharth routray

କଠିନ ପରିସ୍ଥିତିରେ ଓଡ଼ିଆ ପୁଅ ସିଦ୍ଧାର୍ଥ ରାଉତରାୟ ଜୟ କଲେ ଅଷ୍ଟ୍ରେଲିଆର ମାଉଣ୍ଟ କୌଜିଅସ୍କୋ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶାର ବିଶିଷ୍ଟ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟଙ୍କ ଆଉ ଏକ ସଫଳତା । ସେ ଅଷ୍ଟ୍ରେଲିଆର ମାଉଣ୍ଟ କୌଜିଅସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି । ପ୍ରବଳ ତୁଷାରପାତ ଏବଂ ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ସେ ସମୁଦ୍ର ପତନ ଠାରୁ ୭ ହଜାର ୩୧୦ ଫୁଟ ଉଚ୍ଚରେ ଥିବା…