ଏହି ଆଲିସାନ୍ ଘରେ ରହନ୍ତି ସିଦ୍ଧାର୍ଥ ଶୁକ୍ଳା, ଥରେ ଦେଖିଲେ ଆଖି ଲାଖିଯିବ
ଛୋଟ ପରଦାର ୟଙ୍ଗ୍ ସେନ୍ସେନ୍ସନାଲ ହିରୋ ସିଦ୍ଧାର୍ଥ ଶୁକ୍ଳା ଏବେ ବିଗ୍ବସ୍ ୧୩ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ। ବିଗ୍ବସ୍ ହାଉସ୍ର ସେ ଏବେ କିଙ୍ଗ୍ କହିଲେ ଅତ୍ୟୁକ୍ତି ହେବନି। ପରଦାରେ ଚର୍ଚ୍ଚାରେ ଥିବା ଏହି ଅଭିନେତାଙ୍କ ଲାଇଫ୍ଷ୍ଟାଇଲ୍ ମଧ୍ୟ ଖୁବ୍ ରାଜକୀୟ। ଅଭିନୟ ଜଗତରେ…