ଆଜି ହେବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ, ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ
ମୁମ୍ବାଇ(କେ ନ୍ୟୁଜ): ଆଜି ହେବ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ। ତାଙ୍କ ମୃତଦେହକୁ ଆଜି ପରିବାରକୁ ହସ୍ତାନ୍ତର କରାଯିବ। ୪୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସିଦ୍ଧାର୍ଥ।। ହୃଦଘାତରେ ଦେହାନ୍ତ ହୋଇଥିବା କହିଛନ୍ତି ଡାକ୍ତର । ସିଦ୍ଧାର୍ଥଙ୍କ ଅକାଳ ବିୟୋଗରେ ଉଭୟ…