ସିଦ୍ଧୁ କହିଲେ ଅଫିମ ଚାଷକୁ ଅନୁମତି ଦିଆଯାଉ
ଚଣ୍ଡିଗଡ଼ : ପାକିସ୍ତାନ ଯାତ୍ରା ବିବାଦ ନସରୁଣୁ ନବଜ୍ୟୋତ ସିଂହ ସିଦ୍ଧୁ ଆଉ ଗୋଟିଏ ବିବାଦରେ ଫସି ଯାଇଛନ୍ତି । ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସିଦ୍ଧୁ ଅଫିମ ଚାଷକୁ ବୈଧ କରିବା ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି । ଆମ ଆଦମୀ ପାର୍ଟିର ନିଲମ୍ବିତ ସାଂସଦ ଡ. ଧର୍ମବୀର ଗାନ୍ଧୀ ଏହି କଥା ପ୍ରଥମେ…