ଏହି ସଂକେତରୁ ଜାଣନ୍ତୁ ଆପଣଙ୍କ ଫୋନ ହ୍ୟାକ ହୋଇଛି ନା ନାହିଁ
ଟେକ୍ନୋଲୋଜିର ଏହି ଦୁନିଆରେ ସବୁ ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। କାରଣ ସ୍ମାର୍ଟଫୋନରେ ଲୋକମାନେ ନିଜର ଗୁରୁତ୍ୱପୂର୍ଣ୍ଣ କାଗତପତ୍ର, ଫଟୋ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଭଳି ଅନେକ ଜରୁରୀ ବିବରଣୀ ଷ୍ଟୋର କରି ରଖନ୍ତି। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ସ୍ମାର୍ଟଫୋନ ହ୍ୟାକ୍…