ପ୍ରସିଦ୍ଧ ସିଂହାପୁର ଯାତ୍ରା ଆରମ୍ଭ, ବର୍ଷକରେ ମାତ୍ର ୩ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ନାରାୟଣ ଗୋସାଇଁ
ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ ପୁଷ୍କରିଣୀରେ ଜଳାଶାୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା…