ଲକ୍ଡାଉନ୍ରେ ଦେବଦୂତ : ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କୁ ବିନା ପଇସାରେ ଟ୍ରକ୍ରେ ନେଇ ଘରେ ଛାଡ଼ୁଛନ୍ତି…
ନୂଆଦିଲ୍ଲୀ : କରୋନା ଭାଇରସ୍ ଲକ୍ଡାଉନ୍ ବେଳେ ସବୁଠି ଲୋକେ ସଙ୍କଟରେ । ତେବେ ଏହି ସଙ୍କଟ ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ଏହି ଦେବଦୂତମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର, ପୋଲିସ, ନର୍ସ, ସମାଜସେବୀ ଓ ସାଧାରଣ ନାଗରିକ ।
ସମସ୍ତେ ନିଜ ନିଜର ସାମର୍ଥ୍ୟ…