Browsing Tag

sikkim

ସାଥି ଯବାନଙ୍କୁ ବଞ୍ଚାଇବା ପାଇଁ ଜୀବନ ଦେଲେ ୨୩ ବର୍ଷୀୟ ଆର୍ମି ଅଫିସର : ଛଅ ମାସ ପୂର୍ବରୁ ସେନାରେ ହୋଇଥିଲେ ଭର୍ତ୍ତି

ଜଣେ ଅଗ୍ନିବୀରଙ୍କୁ ବଞ୍ଚାଇବା ସମୟରେ ସିକ୍କିମ ସ୍କାଉଟ୍ସର ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ ନିଜ ଜୀବନକୁ ବଳିଦାନ ଦେଇଥିଲେ ।  ହଁ ଆଜ୍ଞା ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସିକ୍କିମରେ । ପାଣିର ପ୍ରଖର ସୁଅରେ ଭାସିଯାଉଥିଲେ ଜଣେ ଅଗ୍ନିବୀର ଯବାନ । ସହକର୍ମୀଙ୍କୁ ବଞ୍ଚାଇବା ପାଇଁ ପାଣିରେ ଡିଆଁ…

୧୩ ବର୍ଷୀୟ ନାବାଳିକାକୁ ଯୌନ ନିର୍ଯାତନା ଅଭିଯୋଗ, ୮ ଗିରଫ

ସିକିମ୍‌ର ଗ୍ୟାଲସିଂ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।  ଜଣେ ୧୩ ବର୍ଷୀୟା ଝିଅକୁ ମାସ ମାସ ଧରି ବଳାତ୍କାର କରିବା ଅଭିଯୋଗରେ ଚାରି ପୁଅ ସମେତ ଆଠ ଜଣଙ୍କୁ ଗିରଫ କରାଯାଇଛି ।  ଏନେଇ ପୋଲିସ ଆଜି ଏହି ସୂଚନା ଦେଇଛି । ଶୁକ୍ରବାର ଦିନ ପୀଡିତାଙ୍କ ସ୍କୁଲ ତାଙ୍କ ଅବସ୍ଥା ବିଷୟରେ ଜଣାଇବା…

କୋଲକତା : ଶ୍ରଦ୍ଧାଳୁଙ୍କ ଉପରେ ଚଢିଗଲା କାର୍‌, ୬ ମୃତ

ଶ୍ରାବଣ ସୋମବାରରେ ଜଳଲାଗି କରି ଫେରୁଥିବା ବେଳେ ଅଘଟଣ । ମହାଦେବଙ୍କୁ ପୂଜାର୍ଚ୍ଚନା କରି ଆସିବା ପରେ ଚାଲିଗଲା ୬ ଜଣଙ୍କ ଜୀବନ । ମହାଦେବଙ୍କୁ ପାଣି ଢାଳି ଫେରୁଥିବା ବେଳେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଏସୟୁଭି । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର…

ଭାରତର ଏହି ରାଜ୍ୟରେ ଦେବାକୁ ପଡ଼ିନଥାଏ ଟ୍ୟାକ୍ସ, ଲାଗୁ ହୋଇଥାଏ ଏହି ନିୟମ

ରୋଜଗାର ଯେତିକି ବଢ଼ିଚାଲେ, ତାହା ଇନକମ୍‌ ଟ୍ୟାକ୍ସ ଅଧୀନକୁ ଆସିଯାଏ । ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ । ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ । ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ ମଧ୍ୟ ପ୍ରସ୍ତୁତ…

ପଶ୍ଚିମବଙ୍ଗର କେନାଲରୁ ମିଳିଲା ସିକ୍କିମ୍‌ର ନିଖୋଜ ପୂର୍ବତନ ମନ୍ତ୍ରୀ ଆରସୀ ପୌଡ୍ୟାଲଙ୍କ ମୃତଦେହ, ୯ ଦିନ ତଳୁ ଥିଲେ…

ନିଖୋଜ ହେବାର ୯ ଦିନ ପରେ ମିଳିଛି ସିକ୍କିମ୍‌ର ପୂର୍ବତନ ମନ୍ତ୍ରୀ ଆରସୀ ପୌଡ୍ୟାଲ (୮୦)ଙ୍କ ମୃତଦେହ । ତାଙ୍କ ମୃତଦେହକୁ ବାଂଲାଦେଶ ସୀମା ତିସ୍ତା ନଦୀରୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ସିଲିଗୁଡ଼ି ନିକଟ ଫୁଲବାରୀର କେନାଲ୍‌ରୁ ମୃତଦେହ ମିଳିଛି । ନଦୀର ଉପର ମୁଣ୍ଡରୁ କେନାଲ୍‌କୁ ମୃତଦେହ…

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି…

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି । ଉତ୍ତର ସିକ୍କିମ୍‌ରେ ବର୍ଷା ତାଣ୍ଡବ ରଚିଛି । ଏଠାରେ ଏବେ ବି ୨୦୦୦ ପର୍ଯ୍ୟଟକ ଫସି ରହିଛନ୍ତି । ଲଗାଣ ବର୍ଷା ଯୋଗୁ ମଙ୍ଗନରୁ ଲାଚୁଙ୍ଗ ପର୍ଯ୍ୟନ୍ତ ଅନେକ ଜାଗାରେ…

ଜାଣନ୍ତୁ ଭାରତର ଏପରି ଏକ ରାଜ୍ୟ ବିଷୟରେ ଯେଉଁଠାରେ ଗୋଟିଏ ମଧ୍ୟ ରେଳ ଲାଇନ ନାହିଁ

ଗୋଟିଏ ପଟେ ଭାରତୀୟ ରେଳବାଇ ଏତେ ସମୃଦ୍ଧ ଏବଂ ଏତେଗୁଡ଼ିଏ ସୁବିଧା ସହିତ ସଜ୍ଜିତ ଦେଖାଯାଉଛି । କିନ୍ତୁ ଭାରତରେ ଏପରି ଏକ ରାଜ୍ୟ ମଧ୍ୟ ଅଛି ଯେଉଁଠାରେ ଗୋଟିଏ ବି ରେଳ ଲାଇନ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟ ବିଷୟରେ । ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ…

ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ମତଗଣନା ତାରିଖ ବଦଳିଲା, ଜୁନ୍‌ ୨ରେ ହେବ କାଉଣ୍ଟିଂ

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନର ଫଳାଫଳ ତାରିଖ ବଦଳିଛି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶନିବାର ଘୋଷଣା ବେଳେ କହିଥିଲେ ଯେ ଲୋକସଭା ଏବଂ ୪ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଜୁନ୍ ୪ରେ ଆସିବ । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି ।…

ମେଳା ଭିଡ଼ରେ ମାଡିଗଲା କ୍ଷୀର ଗାଡି, ୩ ମୃତ, ୧୫୦ରୁ ଅଧିକ ଆହତ

ସିକ୍କିମ ଗ୍ୟାଙ୍ଗଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗ୍ୟାଙ୍ଗଟକର ରାନିପୋଲ ଅଞ୍ଚଳରେ ଏକ ମେଳାର ହଠାତ୍‌ କ୍ଷୀର ଗାଡି ପସିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୦ ଜଣଙ୍କର ଅବସ୍ଥା ଗୁରୁତର ରହିଛନ୍ତି । ଘଟଣାର…

ସିକ୍କିମ୍‌ ବନ୍ୟା ବିପର୍ଯ୍ୟୟ: ଦୁଇ ସପ୍ତାହ ପରେ ମିଳିଲା ଆଉ ୨ ମୃତଦେହ, ୭୬ ଲୋକ ଏବେ ବି ନିଖୋଜ

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଅନେକ ଲୋକଙ୍କ ଜୀବନ ନେଇଛି। ଅନେକ ଘର ଧ୍ୱଂସ ହୋଇଯାଇଛି। ବନ୍ୟାର ପାଖାପାଖି ଦୁଇ ସପ୍ତାହ ପରେ ମଧ୍ୟ ମୃତଦେହ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଆଉ ଦୁଇଟି ମୃତଦେହ ଜବତ କରାଯାଇଥିବା ବେଳେ ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।…

ସିକ୍କିମ ବନ୍ୟାରେ ଓଡ଼ିଶାର ୮ ଜଣ ନିଖୋଜ, ଢେଙ୍କାନାଳର ୫ଜଣ

ସିକ୍କିମ ବନ୍ୟାରେ ଓଡ଼ିଶାର ୮ ଜଣ ନିଖୋଜ । ଢେଙ୍କାନାଳର ୫ଜଣଙ୍କ ସମେତ ୮ ଜଣ ସାଙ୍ଗ ହୋଇ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ଜିଲ୍ଲା ସିମିନଇରୁ ଜଣେ, ଆଙ୍କରାନ୍ତିପୁର ଗାଁର ଭାଇ ଭଉଣୀ , କାଣ୍ଡବିନ୍ଧା ଗାଁର ଜଣେ…

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ

ସିକିମ୍‌ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରେ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇଛି । ନଦୀ କୂଳରେ ମୋର୍ଟାର ସେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପିଲା ସହିତ ୫ ଜଣଙ୍କର ଜୀବନ ଚାଲିଯାଇଛି । ବିସ୍ଫୋରଣର ଭିଡିଓ ସାମ୍ନାକୁ ଆସିଛି । ପ୍ରଶାସନ ପକ୍ଷରୁ ଚେତାବନୀ ଜାରି…