Browsing Tag

sikkim flight

ସାକାର ହେଲା ସିକ୍କିମବାସୀଙ୍କ ସ୍ୱପ୍ନ, ରାଜ୍ୟର ପ୍ରଥମ ବିମାନ ବନ୍ଦର ଉଦଘାଟିତ

ସିକ୍କିମ(କେନ୍ଯୁଜ୍) : ପୂରଣ ହେଲା ସିକ୍କିମବାସୀଙ୍କ ସ୍ୱପ୍ନ । ରାଜ୍ୟର ପ୍ରଥମ ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୦୯ ମସିହାରେ ବିମାନ ବନ୍ଦରର ଭିତ୍ତପ୍ରସ୍ତର ସ୍ଥାପନ ହୋଇଥିଲା । ଏହାର ୯ ବର୍ଷ ପରେ ସିକ୍କିମବାସୀ ସ୍ୱପ୍ନ ସାକାର ହୋଇଛି ।…