ଆରପାରିରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍, ରାଜନୈତିକ ମହଲରେ ଶୋକର ଛାୟା
ପରଲୋକରେ ଶୀଲାଦିକ୍ଷୀତ। ବରିଷ୍ଠ କଂଗ୍ରେସ ନେତା ତଥା ନୂଆଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲାଙ୍କର ୮୧ବର୍ଷ ବୟସରେ ନିଧନ ଘଟିଛି। ନୂଆଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନରୁ ଅସୁସ୍ଥ ଥିବା ଶୀଲାଙ୍କର ହୃହଘାତରେ ଦିନ ସାଢେ…