Browsing Tag

silent fast

ସରକାରଙ୍କ ସହ ବୈଠକରେ ‘ମୌନ ବ୍ରତ’ରେ ବସିଛନ୍ତି କୃଷକ, ହଁ କିମ୍ବା ନା’ରେ ମାଗୁଛନ୍ତି ଜବାବ

ଏବେ ଦେଶରେ କୃଷକଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି। ସରକାରଙ୍କ ସହ ପଞ୍ଚମ ଥର ଆଲୋଚନା ବେଳେ କୃଷକମାନେ 'ମୌନ ବ୍ରତ' କରିଛନ୍ତି। ଏଥିସହ ତିନିଟି ନୂଆ କୃଷି ଆଇନକୁ ଫେରେଇ ନେବା ବିଷୟରେ ସରକାରଙ୍କ ଠାରୁ ହଁ କିମ୍ବା ନା'ରେ ଉତ୍ତର ମାଗିଛନ୍ତି। ଏନେଇ କୃଷକ ନେତା ସୂଚନା ଦେଇଛନ୍ତି।…