‘ସାଇଲେଣ୍ଟ ଷ୍ଟ୍ରୋକ୍’ ଆସିଲେ ବ୍ୟକ୍ତିମାନେ ଜାଣପାରନ୍ତି ନାହିଁ ଏହାର ସଂକେତ, କେବଳ ଡାକ୍ତରମାନେ ହିଁ ଚିହ୍ନିପାରନ୍ତି…
ମସ୍ତିଷ୍କ କିମ୍ୱା ହାର୍ଟରେ ଷ୍ଟ୍ରୋକ୍ ହେବା ପରେ ଆମେ ତୁରନ୍ତ ଏହାର ଚିକିତ୍ସା କରାଇଥାଉ। କିନ୍ତୁ ଅନେକ ସମୟରେ ମସ୍ତିଷ୍କରେ ‘ସାଇଲେଣ୍ଟ ଷ୍ଟ୍ରୋକ୍’ ହୋଇଥାଏ। ଏହି ଷ୍ଟ୍ରୋକ୍ ହେଲେ ବିଶେଷ ଲକ୍ଷଣ ଜଣାପଡ଼ୁ ନ ଥିବାରୁ ସାଧାରଣତଃ କେହି ଜାଣିପାରିନଥାନ୍ତି। ମସ୍ତିଷ୍କର ଟେଷ୍ଟ କରିବା ପରେ…