Browsing Tag

silpa setty

ଓ୍ଵାର୍କଆଉଟ କରିବା ସମୟରେ ବେହୋସ୍‌ ହେଲେ ଶିଳ୍ପା ସେଟ୍ଟୀ, ଦେଖନ୍ତୁ ଭାଇରାଲ ଭିଡିଓ

ବଲିଉଡ୍‌ ଆକ୍ଟ୍ରେସ୍‌ ଶିଳ୍ପା ସେଟ୍ଟୀ କେତେ ଫିଟନେସକୁ ନେଇ ସିରିୟସ୍‌ ଏହା ସମସ୍ତେ ଜାଣନ୍ତି। ସେ ତାଙ୍କ ଜିମ ଓ୍ଵାର୍କଆଉଟ, ଯୋଗ, ମେଡିଟେସନ, ଡାଏଟ ଠାରୁ ନେଇ ଅନେକ ଜିନିଷ ପ୍ରତି ବହୁତ ଦାୟିତ୍ୱବାନ ରୁହନ୍ତି। ଡେଲି ଓ୍ଵାର୍କଆଉଟ ଶିଳ୍ପାଙ୍କ ପାଇଁ ଡେଲି ଡାଏଟ ଭଳି। ଶିଳ୍ପା ୩୧…

ପୁଅ ବିହାନକୁ ପୂଜା କରିବା ଶିଖାଉଛନ୍ତି ବଲିଉଡ ଯୋଗ କୁଇନ ଶିଳ୍ପା ସେଟ୍ଟୀ

ସମସ୍ତେ ଜାଣନ୍ତି ବଲିଉଡର ଫିଟନେସ କ୍ୱିନ ତଥା ଆକ୍ଟ୍ରେସ ଶିଳ୍ପା ସେଟ୍ଟୀ ଜଣେ ଧର୍ମପରାୟଣ ମହିଳା । ପ୍ରାୟ ସମସ୍ତ ଧାର୍ମିକ ଉତ୍ସବକୁ ଖୁବ ଜାକଜକମରେ ପାଳନ କରନ୍ତି ଶିଳ୍ପା । ନିଜ ଘରେ ବି ପୂଜାପାଠର ଆୟୋଜନ କରନ୍ତି । ଖାଲି ସେତିକି ନୁହେଁ ଏଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର ବି କରନ୍ତି ।…

ଶିଳ୍ପା ସେଟ୍ଟୀଙ୍କ ରାଗ! ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମାମଲା…

ମୁମ୍ବାଇ: ଗଣମାଧ୍ୟମ ଉପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ରାଗ। ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ଶିଳ୍ପା। ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ଫସିଥିବା ରାଜ କୁଦ୍ରାଙ୍କ ବିରୋଧରେ…

ଫଟୋ ଗ୍ରାଫରଙ୍କୁ ଏମିତି କିଛି କହି ଘଉଡ଼ାଇ ଦେଲେ ଶିଳ୍ପା ସେଟ୍ଟୀ, କାହିଁକି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ଚଳିତ ଥର କରବାଚୋୖଥରେ ରବୀନା ଟଣ୍ଡନ ଓ ନିଲାମ କୋଠରୀଙ୍କ ପରି ବଡ ବଡ କଳାକାର ସବୁଥର ପରି ଏଥର ବି ଅନିଲ କପୁରଙ୍କ ବଙ୍ଗଳାରେ ଏକାଠି ହୋଇଥିଲେ । ଏମାନଙ୍କ ସହ ୟୋଗା କୁଇନ ଶିଳ୍ପା ସେଟ୍ଟୀ ବି ନିଜ କରବା ଚୋୖଥ ପୂଜା ପାଇଁ ଅନିଲଙ୍କ ବାସଭବନକୁ ଯାଇଥିଲେ । ଏନେଇ ତାଙ୍କର ଏକ ଭିଡିଓ ବି ସୋସିଆଲ…

ଦୁର୍ଗାଷ୍ଟମୀରେ ନିଜ ଝିଅର ପାଦ ଧୋଇ ପୂଜା କଲେ ଶିଳ୍ପା ସେଟ୍ଟୀ, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରତିଟି ପର୍ବପର୍ବାଣି ଗୁଡିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଚଳିତ ବର୍ଷର ନବରାତ୍ରିକୁ ବି ଶିଳ୍ପା ନିଜ ଘରେ ମନ ଦେଇ ଭକ୍ତି ସହକାରେ ପାଳନ କରୁଥିବାର ନଜର ଆସିଛନ୍ତି । ନବେ ଦଶକରେ ବଲିଉଡ ଜଗତରେ ଖୁବ ନାମ କମେଇ ଥିବା ଏହି ଅଭିନେତ୍ରୀ ଜଣଙ୍କ ଏକ…

ଫଟୋଗ୍ରାଫର୍ସଙ୍କୁ ବିନା ମାସ୍କରେ ଦେଖି ରାଗିଗଲେ ଶିଳ୍ପା ସେଟ୍ଟୀ, ହାତ ଦେଖାଇ କଲେ ଏମିତି ଦେଖନ୍ତୁ ଭିଡିଓ

କରୋନା ଭାଇରସର ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ସାଧାରଣ ଜନତାଙ୍କ ସହିତ ସେଲିବ୍ରିଟୀ ମାନେ ମଧ୍ୟ ଏହି ଖତରନାକ ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ନିକଟରେ ଅଭିନେତ୍ରୀ…

ଝିଅ ସମିଶାର ତୃତୀୟ ଫଟୋ ସେୟାର କଲେ ଶିଳ୍ପା ସେଟ୍ଟୀ, କହିଲେ ‘ଲକ ଡାଉନ’ କାରଣରୁ କରି ପାରିଲେ ନାହିଁ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଝିଅ ସମିଶାକୁ ଆଜି ୪୦ ଦିନ ପୁରିଛି । ଝିଅର ୪୦ ଦିନ ପୂର୍ତ୍ତିରେ ଶିଳ୍ପା ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ଗୋଟେ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଟିରେ ସେ ନିଜ ଝିଅକୁ କୋଳରେ ଧରିବା ସହ ପୂରା ପରିବାର ସହ ନଜର ଆସିଛନ୍ତି ।ପତି ରାଜ କୁନ୍ଦ୍ରା ଓ ପୁଅ…

ଶିଳ୍ପା ସେଟ୍ଟୀ ପତି ରାଜ କୁନ୍ଦ୍ରାଙ୍କୁ ମାରିଲେ ଏକ ଶକ୍ତ ଚାପୁଡ଼ା, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ହିଁ ଦ୍ଵିତୀୟ ଥର ପାଇଁ ପିତା-ମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଖୁସି ଖବର ହିଁ ଶିଳ୍ପା ନିଜେ ହିଁ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ ସୂଚନା ଦେଇଥିଲେ । ଏଭିତରେ ପତି ରାଜ କୁନ୍ଦ୍ରାଙ୍କ ଏକ ଭିଡିଓଟି ଇନ୍ସଟାଗ୍ରାମ ଜରିଆରେ…

ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ସେୟାର କଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଦ୍ଵିତୀୟ ଥର ମା' ହେବା ଖବର ଗଣମାଧ୍ୟମରେ ପ୍ରକାଶ କରି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ । ଆଜକୁ ଠିକ ମାସେ ତଳେ ହିଁ ଶିଳ୍ପାଙ୍କ ଝିଅ ସମିଶାର ଜନ୍ମ ହୋଇଥିଲା । ଜନ୍ମର ଏକ ସପ୍ତାହ ପରେ ହିଁ ଶିଳ୍ପା ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଝିଅ…