ପାକିସ୍ତାନରେ ପରଫର୍ମ କରିବା ପାଇଁ କାହା ବାପା ବି ମୋତେ ରୋକିପାରିବେ ନାହିଁ ବୋଲି କହିଲେ ‘ଅଙ୍ଗୁରୀ ଭାବି’
‘ଭାବିଜୀ ଘର ପର ହୈ’ ଫେମ୍ ଶିଳ୍ପା ସିନ୍ଧେ ଏବେ ନିଜ ମନ୍ତବ୍ୟକୁ ନେଇ ବିବାଦରେ। ସୋସିଆଲ ମିଡିଆରେ ଶିଳ୍ପାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଶିଳ୍ପା କହିଛନ୍ତି, ଯଦି ପାକିସ୍ତାନରେ ମୋତେ ପରଫର୍ମ କରିବା ପାଇଁ ସୁଯୋଗ ମିଳିବ ତେବେ ମୁଁ କରିବି ଏବଂ ଏପରି କରିବାରୁ ମୋତେ…