Browsing Tag

silver coated

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ, ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି

ପୁରୀ(କେନ୍ୟୁଜ୍):  ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ । ରୂପାଦ୍ୱାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ । ଏହାର ଡିଜାଇନ ଚୁଡାନ୍ତ…