ଜାଭଲିନରେ ନୀରଜ ଜିଣିଲେ ରୌପ୍ୟ, ରେକର୍ଡ ଭାଙ୍ଗିଲେ ନଦୀମ
ସୁନା ପୁଅକୁ ରୁପା । ପ୍ୟାରିସ ଅଲିମ୍ପିକ୍ସରେ ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖି ପାରିଲେନି ନୀରଜ ଚୋପ୍ରା । ରୌପ୍ୟରେ ସନ୍ତୁଷ୍ଟ ହେଲେ। କିନ୍ତୁ ରୌପ୍ୟ ଜିତିଲେ ମଧ୍ୟ ଇତିହାସ ରଚିଛନ୍ତି । ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଭାବେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଟୋକିଓରେ…