ହକି ବିଶ୍ୱ କପ୍ରେ ଝଲସିବ ତାରକସୀ କାମ, ଖେଳାଳିଙ୍କୁ ଦିଆଯିବ ତାରକସୀ କାମରେ ରୂପାର ମୁମେଣ୍ଟୋ
କଟକ(କେନ୍ଯୁଜ୍) : ହକିବିଶ୍ୱ କପରେ ଝଲସିବ ତାରକସୀ କାମ। ଖେଳାଳି ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ତାରକସୀ କାମରେ ପ୍ରସ୍ତୁତ ରୂପାର ମୁମେଣ୍ଟୋ ଦିଆଯିବ । ଏଥିପାଇଁ କଟକ କାଫଲାଫାଣ୍ଡି ଅଞ୍ଚଳରେ ୩ ପ୍ରକାର ମୁମେଣ୍ଟୋ ତିଆରି ଚାଲିଛି ।
ପ୍ରଥମ ପର୍ଯ୍ଯାୟରେ ୧୭୫ଟି ରୂପା କାରୁକାର୍ଯ୍ଯରେ…