Browsing Tag

silver rain

ଆଶ୍ଚର୍ଯ୍ୟ : ରୁପାରେ ଛାଇ ଯାଇଥିଲା ରାସ୍ତାଘାଟ, ଲୋକେ ଘରକୁ ବୋହି ନେଲେ

ଆକାଶରୁ ଖସିଲା କି ରୁପା ! ବିହାରରେ ରୁପା ବର୍ଷା। ବିହାରର ସୀତାମାଢ଼ି ଅଞ୍ଚଳରେ ଏଭଳି ଅଦଭୁତ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳୁ ଏଠାକାର ଲୋକେ ନିଦରୁ ଉଠିଲା ବେଳକୁ ଲୋକେ ସୁରସଣ୍ଡ ସ୍ଥିତ ଟାଓ୍ଵାର ଚୌକରୁ ଆରମ୍ଭ କରି ବାରାହୀ ଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଠିକ୍‌ କାକର ବୁନ୍ଦ…