Browsing Tag

sim box scandal

ସିମ ବକ୍ସ ମାମଲା: ଆସିଲା ସିଡିଆର ରିପୋର୍ଟ, ମଧ୍ୟପ୍ରାଚ୍ୟରୁ ଆସୁଥିଲା ଅଧିକ କଲ୍

ଭୁବନେଶ୍ୱର: ସିମ ବକ୍ସ ମାମଲାରେ ଆସିଲା ସିଡିଆର ରିପୋର୍ଟ । ମଧ୍ୟପ୍ରାଚ୍ୟରୁ ଆସୁଥିଲା କଲ୍। ସିମ ବକ୍ସ ଜରିଆରେ ଯେଉଁମାନଙ୍କୁ କଲ୍ ଆସୁଥିଲା ସେଥିରୁ ସେମାନଙ୍କୁ ଜେରା କରାଯାଉଛି । ସେଥିରୁ ଅଧିକାଂଶ କଲ୍ ମଧ୍ୟପ୍ରାଚ୍ୟରେ ଥିବା ଦେଶ ଗୁଡିକରୁ କଲ୍ ଆସୁଥିବା ତଦନ୍ତରୁ ଜଣାପଡିଛି। ସିମ୍…

ସିମ୍ ବକ୍ସରେ କରିହେବ ଅନେକ ଅନ୍ତର୍ଘାତୀ କାମ, ରାଜୁ ମଣ୍ଡଳ ଏଥିରେ କଣ କରିଥିବ ଜାଣନ୍ତୁ

ଭୁବନେଶ୍ୱର : ରାଜୁ ମଣ୍ଡଳକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିବା ପରେ ଜୋରରେ ଚର୍ଚ୍ଚା ଧରିଛି ସିମ୍‌ବକ୍ସ କଥା । ତେବେ ଏହି ସିମବକ୍ସ କଣ ଓ ଏଥିରେ କଣ କରାଯାଏ ଏବଂ ଏହାକୁ ନେଇ ଏତେ ଚର୍ଚ୍ଚା କାହିଁକି ଆସନ୍ତୁ ଜାଣିବା । ସିମ ବକ୍ସ ଏମିତି ଏକ ଡିଭାଇସ୍ ଯାହା ଦ୍ୱାରା ଭଏସ୍ ଓଭର…

ପୁଣି ୨ ଦିନିଆ ରିମାଣ୍ଡରେ ରାଜୁ ମଣ୍ଡଳ, ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଅଧିକ ପଚରାଉଚରା ପରେ ନୂଆ ତଥ୍ୟ ଦେଇପାରେ ରାଜୁ। NIA ଟିମ ତାକୁ ପଚରlଉଚରା କରିଛନ୍ତି । ଆମେ NIA ଟିମ ସହ ଯୋଗଯୋଗରେ…

ସିମ୍ ବକ୍ସ ମାମଲା: ପୁଣି ୨ ଦିନିଆ ରିମାଣ୍ଡରେ ଗଲା ରାଜୁ ମଣ୍ଡଳ

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ। ପୁଣି ପଚରାଉଚରା ପରେ ନୂଆ ତଥ୍ୟ ଦେଇପାରେ ରାଜୁ । ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ରିମାଣ୍ଡ । ରିମାଣ୍ଡ ଅବଧି ବେଳେ…

ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା: ଭୁବନେଶ୍ବରରେ NIA ଟିମ୍ , ରାଜୁ ମଣ୍ଡଳକୁ କରିବ ଜେରା

ଭୁବନେଶ୍ବର: ଭୁବନେଶ୍ବରରେ NIA ଟିମ୍ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ଖୋଲତାଡ ପାଇଁ ଭୁବନେଶ୍ବରରେ ପହଞ୍ଚିଲା NIA ଟିମ୍  । ପୋଲିସ କମିଶନର ଅଫିସରେ ପହଞ୍ଚି ଆଲୋଚନା କରୁଛନ୍ତି । ସିମ୍ ବକ୍ସ ଜବତ ମାମଲାରେ ତଦନ୍ତ କରିବ NIA ଟିମ୍ । ରାଜୁ ମଣ୍ଡଳଠାରୁ ତଥ୍ୟ ବାହାର କରିବ ଟିମ୍ ।…

ରାଞ୍ଚିରୁ ଜବତ ହେଲା ଆଉ ୫ ସିମ୍ ବକ୍ସ, ମାରାଥନ ଜେରା ପରେ ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ

ଭୁବନେଶ୍ୱର : ଖୋଲୁଛି ସିମବକ୍ସ ନେଟୱାର୍କର ଗୁମର। ଝାଡ଼ଖଣ୍ଡକୁ ଲମ୍ବିଛି ବେଆଇନ ସିମ ବକ୍ସ ଚେର। ରାଞ୍ଚିରୁ ଜବତ ହେଲା ଆଉ ୫ ସିମ୍ ବକ୍ସ । ରିମାଣ୍ଡରେ ତଥ୍ୟ ଉଗାରୁଛି ଅଭିଯୁକ୍ତ ରାଜୁ ମଣ୍ଡଳ । ରାଞ୍ଚିରେ ମାରାଥନ ଜେରା ପରେ ରାଜୁକୁ ଧରି ଓଡ଼ିଶା ଫେରୁଛି କମିଶନରେଟ ପୋଲିସ । ଆଜି ୪ର୍ଥ…

ଯେତେ ଖୋଜିଲେ ସେତେ ବାହାରୁଛି: ଝାଡ଼ଖଣ୍ଡକୁ ଲମ୍ବିଛି ବେଆଇନ ସିମ୍ ବକ୍ସ ଚେର

ଭୁବନେଶ୍ୱର : ଖୋଲୁଛି ବେଆଇନ ସିମ ବକ୍ସ କାରବାର ଗୁମର । ବାଂଲାଦେଶୀ ମାଷ୍ଟରମାଇଣ୍ଡ ସହ ପରିଚୟ ଓ କାରବାରର ତଥ୍ୟ ଓଗାଳୁଛି ରାଜୁ ମଣ୍ଡଳ । ଓଡ଼ିଶା ବାହାରକୁ ଲମ୍ବିଛି ସିମ୍ ବକ୍ସର ଚେର। ଝାଡ଼ଖଣ୍ଡରେ ରହିଛି ତୃତୀୟ ସିମ୍ ବକ୍ସ। ଝାଡ଼ଖଣ୍ଡ ଯାଇ ତଥ୍ୟ ଯୋଗାଡ଼ କରୁଛି କମିସନରେଟ ପୋଲିସ । ୫ଦିନିଆ…

ବାଂଲାଦେଶରୁ ଓଡ଼ିଶା-ଦିଲ୍ଲୀକୁ ଲମ୍ବିଛି ସିମ୍ ବକ୍ସ ଚେର, ଖୋଲୁଛି ପାକିସ୍ତାନ ଓ ଚୀନ ଆତଙ୍କୀ ଲିଙ୍କ

ଭୁବନେଶ୍ୱର : ବାଂଲାଦେଶରୁ ଓଡ଼ିଶା । ଖୋଲୁଛି ଆତଙ୍କୀ ଲିଙ୍କ । ବେଆଇନ ସିମ ବକ୍ସର ଦିଲ୍ଲୀକୁ ଲମ୍ବିଛି ଚେର । ଟେରର ସିମ୍ ବକ୍ସ କୁ ନେଇ କଳିଙ୍ଗ ଟିଭି ହାତରେ ଲାଗିଛି ଏକ୍ସକ୍ଲୁସିଭି ତଥ୍ୟ। ଭୁବନେଶ୍ୱର କଟକ ପରେ ତଦନ୍ତ ପାଇଁ ଦିଲ୍ଲୀକୁ ଯିବ କମିଶନରେଟ ପୋଲିସ। ସେଠାରେ ରହିଛି ଆଉ ଏକ ସିମ୍…

ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍, ୬ ଟି ସିମବକ୍ସ ଜବତ

କଟକ : ଭୁବନେଶ୍ବର ପରେ କଟକରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ମଧୁପାଟଣା ଥାନା ରାଜେନ୍ଦ୍ର ନଗରରୁ ଠାବ ହେଲା ସିମ ବକ୍ସ ସେଟ ଅପ୍ । ବାଂଲାଦେଶୀ ଲିଙ୍କରେ ଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ନେଇ କମିସନରେଟ ପୋଲିସ ହାସଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ଯ । ଜେରା ପରେ ଅଭିଯୁକ୍ତକୁ…

ସିମ ବକ୍ସ ହଇଚଇ : ବାଂଲାଦେଶୀ ଲିଙ୍କ ଥିବା ସନ୍ଦେହ, ୫ ଦିନିଆ ରିମାଣ୍ଡରେ ଯିବ ରାଜୁ ମଣ୍ଡଳ

ଭୁବନେଶ୍ୱର : ରାଜଧାନୀରେ ସିମ ବକ୍ସ ଜବତରେ ବାଂଲାଦେଶୀ ଲିଙ୍କ । ରାଜୁ ମଣ୍ଡଳଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ମାଷ୍ଟରମାଇଣ୍ଡ ବାଂଲାଦେଶୀ ନାଗରିକ ଆସାଦ୍ଦୁର ଜମାନର ସହଯୋଗୀ ହେଉଛି ରାଜୁ ମଣ୍ଡଳ। ରାଜୁ ମଣ୍ଡଳକୁ ସିମ୍ ବକ୍ସ ଅପରେଟର କାର୍ଯ୍ୟରେ ନିୟୋଜିତ କରିଥିଲା…

ଖୋଲୁଛି ସିମ ବକ୍ସର ଗୁମର: ଏଜେଣ୍ଟ ରାଜୁ ମଣ୍ଡଳକୁ ଧରି ଖୋଳତାଡ଼ କରୁଛି କମିଶନରେଟ୍ ପୋଲିସ

ଭୁବନେଶ୍ୱର : ରାଜଧାନୀରେ ସିମ ବକ୍ସ ଜବତରେ ବାଂଲାଦେଶୀ ଲିଙ୍କ। ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା କଲକୁ ଡାଇଭର୍ଟ କରି ଦେଶର ବିଭିନ୍ନ ସ୍ଥାନକୁ ଫରୱାର୍ଡ କରାଯାଉଥିଲା । କିଛି ଫୋନ କଲ ଓଡ଼ିଶାରୁ ଅନ୍ୟ ରାଜ୍ୟଙ୍କୁ ମଧ୍ୟ କରାଯାଉଥିଲା । ଭୁବନେଶ୍ବର ଝାରପଡ଼ା ଅଞ୍ଚଳର ମହାଦେବ ନଗର…