ବିଜେଡି ପ୍ରାର୍ଥିନୀଙ୍କ ଫେକ ଭିଡିଓ ଭାଇରାଲ ପ୍ରସଙ୍ଗ, ଆଉ ଜଣେ ଅଭିଯୁକ୍ତ ସାମ୍ବାଦିକ ସୀମାଞ୍ଚଳ ପାତ୍ର ଗିରଫ
ଭୁବନେଶ୍ବର : ଫେକ ଭିଡିଓ ଭାଇରାଲ ଘଟଣାରେ ଆଉ ଜଣେ ସାମ୍ବାଦିକ ଗିରଫ। କେନ୍ଦୁଝର ସାଂସଦ ପ୍ରାର୍ଥିନୀଙ୍କ ଫେକ ଭିଡିଓ ମାମଲାରେ ଅଭିଯୁକ୍ତ ସୀମାଞ୍ଚଳ ପାତ୍ରଙ୍କୁ ଗିରଫ କରି କେନ୍ଦୁଝର ଟାଉନ ଥାନାରେ ହାଜର କରାଯାଇଛି। ଓଟିଭିରେ କାର୍ଯ୍ୟରତ ଏହି ସାମ୍ବାଦିକ ଭିଡିଓ ଭାଇରାଲ କରିଥିବା ନେଇ…