ସାରା ମାରିଲେ ଆଖି ଏବଂ ସିଟି ବଜାଇଲେ ରଣବୀର , ଆସିଗଲା ସିମ୍ବାର ନୂଆ ଗୀତ
ମୁମ୍ବାଇ : ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସିମ୍ଭାର ଏକ ଗୀତ ଲଞ୍ଚ କରିଛି। ତେବେ କହିବାକୁ ଗଲେ ବର୍ତ୍ତମାନର ରିମେକ୍ ଯୁଗରେ ସାମିଲ ହୋଇଛି ଆଉ ଏକ ରିମେକ୍ ଗୀତ। ଏଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ରଣବୀର ସିଂ ଏବଂ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି।…