ଦେଖନ୍ତୁ ଭାଇରଲ ଭିଡ଼ିଓ: ଯିବାଆସିବା କରୁଥିବା ଲୋକଙ୍କୁ କେମିତି କରାଯାଉଛି ସାନିଟାଇଜ, ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ…
କରୋନା ଭାଇରସର ପ୍ରଭାବ ଏତେ ମାତ୍ରାରେ ବଢିଯାଇଛି ଯେ ବଲିଉଡ ସେଲିବ୍ରିଟିମାନେ ଲଗାତାର ଭାବେ ଲୋକଙ୍କୁ ସଚେତନ କରୁଛନ୍ତି। ଏବେ ଆଉ ଜଣେ ଅଭିନେତ୍ରୀ ସିମି ଗରେବାଲ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି।
Would be good for us in India…