Browsing Tag

similipal

ମହାରଷ୍ଟ୍ରରୁ ଆସିଲା ଦେଢ ଲକ୍ଷ ଚାରା, ପ୍ରଥମ ଥର ପାଇଁ ଶିମିଳିପାଳରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ

ବାରିପଦା: ଫଳ ଏବଂ ପରିବା ବିଷୟରେ କହିବାକୁ ଗଲେ କିଛି ଫଳ ଏପରି ଅଛି, ଯାହା ପ୍ରତ୍ୟେକ ସମୟରେ ମହଙ୍ଗା ଥାଏ । ଯାହାର ମୂଲ୍ୟ ସେମାନଙ୍କର ସ୍ୱତନ୍ତ୍ରତା ଯୋଗୁଁ ହଜାର ହଜାର ଟଙ୍କାର ବି ଅଧିକ ଦାମ୍ ରେ ବିକ୍ରି ହୋଇଥାଏ । ତେବେ ଏହି ଫଳ ମାନଙ୍କ ଭିତରୁ ଷ୍ଟ୍ରବେରୀ ଅନ୍ୟତମ । ତେବେ ସବାଇ…

ପର୍ଯ୍ୟଟକ ପାଇଁ ଆଜିଠାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ : ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର ।  କିଛି ମାସ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ଉଠେଇପାରିବେ ପର୍ଯ୍ୟଟକ । ପ୍ରତ୍ୟେକ ବର୍ଷ ନଭେମ୍ବର ୧ ତାରିଖରୁ…

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ୧୦ ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ : ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ । ଖୋଲା ଜିପରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ପ୍ରତି ବର୍ଷ ନଭେମ୍ୱର ୧ରୁ…

ଏମିତି ଏକ ହାତୀ ଯିଏ ୬୫ ବୟସରେ ବି ଶିମିଳିପାଳକୁ ଦେଉଛି ସୁରକ୍ଷା, ନେଇଛି ସ୍ୱତନ୍ତ୍ର ତାଲିମ

କରଞ୍ଜିଆ: ଆଜି ବିଶ୍ୱ ପାଳନ କରୁଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ଜାଣିବା ଏମିତି ଏକ ହାତୀ ବିଷୟରେ ଯିଏକି ୬୫ ବୟସରେ ବି ଶିମିଳିପାଳକୁ ସୁରକ୍ଷା ଦେଉଛି । ମାଓବାଦୀ ଗୁଳି ଖାଇ ମଧ୍ୟ ଶିମିଳିପାଳକୁ ସୁରକ୍ଷା ଯୋଗାଇ ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ଏସିଆର ଦିତୀୟ ଜୈବ ମଣ୍ଡଳ…

ଆସୁଛି ମୌସୁମୀ : ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

କରଞ୍ଜିଆ (କେନ୍ୟୁଜ): ବନ୍ଦ ହେବ ଶିମିଳିପାଳ। ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ । ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ନୋଟିସ୍ ମିଳିଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟ ବନ୍ଦ…

ହୁହୁ ହୋଇ ଜଳୁଛି ଶିମିଳିପାଳ: ବନ୍ୟଜନ୍ତୁ କଲବଲ

କରଞ୍ଜିଆ (କେନ୍ୟୁଜ): ଦିନ ରାତି ଜଳୁଛି ଶିମିଳିପାଳ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଡେଉଁଛି ନିଆଁ । ନିଆଁ ଲାଗି ସମଗ୍ର ପରିବେଶ ଧୂଆଁମୟ ହୋଇପଡିଛି । ଗତକାଲି ଶିମିଳିପାଳରେ ୪୨ଟି ପଏଣ୍ଟରେ ନିଆଁ ଲାଗିଥିଲା । ଆଜି ସକାଳୁ ସକାଳୁ ଅଭୟାରଣ୍ୟର ୩୫ ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର…

୩୦ ଜଣିଆ ଓଡ୍ରାଫ ଟିମ୍ ଶିମିଳିପାଳରେ ପହଞ୍ଚିଲେ

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର…

ମୟୂରଭଞ୍ଜରେ ଲଗାଣ ବର୍ଷା : ଦ୍ଵିତୀୟ ଦିନରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପର୍ଯ୍ୟଟକଙ୍କ ପାଇଁ ଦ୍ଵିତୀୟରେ ବି ଶିମିଳିପାଳ ବନ୍ଦ କଲା ବନ ବିଭାଗ। ଲଗାଣ ବର୍ଷାରେ ଶିମିଳିପାଳ ଅଭୟାରଣ୍ୟରେ ମାଟିଘାଟି ନିକଟରେ ଗୋଟିଏ ଗାଡି ଅଟକି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍, ୩ କୋଟି ୧୦ ଲକ୍ଷ ଟଙ୍କାର ଅଫିମ ଜବତ

କରଞ୍ଜିଆ (କେନ୍ୟୁଜ): ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍ । ଶିମିଳିପାଳ ଅଭୟାରଣ୍ୟରେ ଯଶୀପୁର ପୋଲିସ୍, ଅବକାରୀ ବନ ବିଭାଗ ଓ ଯଶିପୁର ତହସିଲଦାରଙ୍କ ମିଳିତ ଉଦ୍ୟମରେ ରେଡ୍ କରାଯାଇଛି । ରେଡ୍ ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡି ଗାଁ ନିକଟରୁ ଦେଢ଼…

ଶିମିଳିପାଳରେ ବାଘକୁ ଜଗିବେ ହାତୀ, ୪ ହାତୀକୁ ପ୍ରସ୍ତୁତ କରୁଛି ଶିମିଳିପାଳ କତ୍ତୃପକ୍ଷ

ମୟୁରଭଞ୍ଜ (କେନ୍ୟୁଜ): ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ନିଆଯାଉଛି ସ୍ଵତନ୍ତ୍ର ପଦକ୍ଷେପ । ଚନ୍ଦକାରୁ ଆସିଛି କୁଙ୍କି ହାତୀ ଯୋଶଦା । ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାର ମଧ୍ୟ ଶୀଘ୍ର ଫେରିବେ ଶିମିଳିପାଳ । ସାତକୋଶିଆ ବାଘ ପ୍ରକଳ୍ପରେ ନିୟୋଜିତ ହୋଇଥିଲେ…

ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକରେ ଶିକାରୀଙ୍କ ମୁକାବିଲା କରିବେ ବନ କର୍ମଚାରୀ

ବାରିପଦା(କେନ୍ୟୁଜ): ଜୈବ ବିଭିଧତାର ଗନ୍ତାଘର ଶିମିଳିପାଳ, କେବଳ ଓଡ଼ିଶାର ନୁହଁ, ଆମ ଦେଶ ଓ ପୃଥିବୀର ଏକ ଅମୂଲ୍ୟ ସମ୍ପଦ । ଆଉ ସେ ଅମୂଲ୍ୟ ସମ୍ପଦ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଏବେ ନୂଆ ପଦକ୍ଷେପ । ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକ ରେ ଶିକାରୀଙ୍କ ମୁକାବିଲା କରିବେ ବନ…

ଶିମିଳିପାଳରେ ମହାବଳ ବାଘ ମୃତ୍ୟୁ ଘଟଣା, ଦେହରେ କୌଣସି କ୍ଷତ ଚିହ୍ନ ନଥିବା ସୂଚନା

ଶିମିଳିପାଳ (କେନ୍ୟୁଜ): କେମିତି ହେଲା ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ ? ଚାଲିଛି ତନାଘନା ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ନଅଣା ରେଞ୍ଜ ଅଧିନ ଡୁଡୁରୁଚମ୍ପା ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଛି। ମୃତ ମହାବଳ ବାଘର ବୟସ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା…