ବିଭିନ୍ନ ସମସ୍ୟା ନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ
ବାରିପଦା (ମୟୁରଭଞ୍ଜ) : ଶିମିଳିପାଳ ଜାତୀୟ ଉଦ୍ୟାନ ରାସ୍ତା ଅବରୋଧ। ଯଶୀପୁର ବ୍ଲକ କାଳିକାପ୍ରସାଦ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ବରେଇପାଣି, ଗୁଡ଼ିଗୁଡ଼ିଆ ଓ ଅସ୍ତକୁମାର ଗ୍ରାମବାସୀଙ୍କ ସହ ଜନପ୍ରତିନିଧିମାନେ ମଧ୍ୟ ଏହି ଅବରୋଧରେ ସାମିଲ…