Browsing Tag

similipal

୩୦ ଜଣିଆ ଓଡ୍ରାଫ ଟିମ୍ ଶିମିଳିପାଳରେ ପହଞ୍ଚିଲେ

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର…

ମୟୂରଭଞ୍ଜରେ ଲଗାଣ ବର୍ଷା : ଦ୍ଵିତୀୟ ଦିନରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପର୍ଯ୍ୟଟକଙ୍କ ପାଇଁ ଦ୍ଵିତୀୟରେ ବି ଶିମିଳିପାଳ ବନ୍ଦ କଲା ବନ ବିଭାଗ। ଲଗାଣ ବର୍ଷାରେ ଶିମିଳିପାଳ ଅଭୟାରଣ୍ୟରେ ମାଟିଘାଟି ନିକଟରେ ଗୋଟିଏ ଗାଡି ଅଟକି ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍, ୩ କୋଟି ୧୦ ଲକ୍ଷ ଟଙ୍କାର ଅଫିମ ଜବତ

କରଞ୍ଜିଆ (କେନ୍ୟୁଜ): ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍ । ଶିମିଳିପାଳ ଅଭୟାରଣ୍ୟରେ ଯଶୀପୁର ପୋଲିସ୍, ଅବକାରୀ ବନ ବିଭାଗ ଓ ଯଶିପୁର ତହସିଲଦାରଙ୍କ ମିଳିତ ଉଦ୍ୟମରେ ରେଡ୍ କରାଯାଇଛି । ରେଡ୍ ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡି ଗାଁ ନିକଟରୁ ଦେଢ଼…

ଶିମିଳିପାଳରେ ବାଘକୁ ଜଗିବେ ହାତୀ, ୪ ହାତୀକୁ ପ୍ରସ୍ତୁତ କରୁଛି ଶିମିଳିପାଳ କତ୍ତୃପକ୍ଷ

ମୟୁରଭଞ୍ଜ (କେନ୍ୟୁଜ): ଏଣିକି ଶିମିଳିପାଳରେ ବାଘକୁ ଜଗିବେ ହାତୀ । ଏଥିପାଇଁ ନିଆଯାଉଛି ସ୍ଵତନ୍ତ୍ର ପଦକ୍ଷେପ । ଚନ୍ଦକାରୁ ଆସିଛି କୁଙ୍କି ହାତୀ ଯୋଶଦା । ଶିମିଳିପାଳର କୁଙ୍କି ହାତୀ ମହେନ୍ଦ୍ର ଓ ରାଜକୁମାର ମଧ୍ୟ ଶୀଘ୍ର ଫେରିବେ ଶିମିଳିପାଳ । ସାତକୋଶିଆ ବାଘ ପ୍ରକଳ୍ପରେ ନିୟୋଜିତ ହୋଇଥିଲେ…

ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକରେ ଶିକାରୀଙ୍କ ମୁକାବିଲା କରିବେ ବନ କର୍ମଚାରୀ

ବାରିପଦା(କେନ୍ୟୁଜ): ଜୈବ ବିଭିଧତାର ଗନ୍ତାଘର ଶିମିଳିପାଳ, କେବଳ ଓଡ଼ିଶାର ନୁହଁ, ଆମ ଦେଶ ଓ ପୃଥିବୀର ଏକ ଅମୂଲ୍ୟ ସମ୍ପଦ । ଆଉ ସେ ଅମୂଲ୍ୟ ସମ୍ପଦ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଏବେ ନୂଆ ପଦକ୍ଷେପ । ଏବେ ଆଉ ଲାଠି ନୁହେଁ ଅତ୍ୟାଧୁନିକ ବନ୍ଧୁକ ରେ ଶିକାରୀଙ୍କ ମୁକାବିଲା କରିବେ ବନ…

ଶିମିଳିପାଳରେ ମହାବଳ ବାଘ ମୃତ୍ୟୁ ଘଟଣା, ଦେହରେ କୌଣସି କ୍ଷତ ଚିହ୍ନ ନଥିବା ସୂଚନା

ଶିମିଳିପାଳ (କେନ୍ୟୁଜ): କେମିତି ହେଲା ଶିମିଳିପାଳରେ ମହାବଳ ବାଘର ମୃତ୍ୟୁ ? ଚାଲିଛି ତନାଘନା ତଦନ୍ତ । ମୟୂରଭଞ୍ଜ ଜିଲ୍ଲା ନଅଣା ରେଞ୍ଜ ଅଧିନ ଡୁଡୁରୁଚମ୍ପା ଅଞ୍ଚଳରୁ ବାଘର ମୃତଦେହ ଠାବ କରାଯାଇଛି। ମୃତ ମହାବଳ ବାଘର ବୟସ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖ ରାତିରେ ପାଟ୍ରୋଲିଂ କରୁଥିବା…

ଶିମିଳିପାଳରୁ ପୁଣି ବନ୍ଧୁକ ଜବତ, ୮ ଗିରଫ

ମୟୁରଭଞ୍ଜ : ଶିମିଳିପାଳରୁ ପୁଣି ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୨୩ ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ସଂଲଗ୍ନ ୯ ଟି ଥାନାରେ ୧୪ଟି ମାମଲା ରୁଜୁ ହୋଇଛି। ୮ ଜଣଙ୍କୁ ଗିରଫ କରିଛି ପୋଲିସ। ପ୍ରଥମ ପର୍ଯ୍ୟାୟ ରେ ଜବତ ହୋଇଥିଲା ୧୬୫ ଟି ବନ୍ଧୁକ।…

ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ, ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକେ

କରଞ୍ଜିଆ (କେନ୍ୟୁଜ): ବଢ଼ିଚାଲିଛି ଶୀତ । କିଏ ନିଆଁ ଲଗାଇ ଶୀତ କମ କରିବାକୁ ଚେଷ୍ଟା କରୁଛି ତ କିଏ ଭୟଙ୍କର ଶୀତକୁ ଡରି ଘରୁ ବାହାରୁ ନାହିଁ । ଶୀତ ବସ୍ତ୍ର ପିନ୍ଧିଲେ ବି ଶୀତ ରୁ ବଞ୍ଚି ପାରୁ ନାହାନ୍ତି ଲୋକେ । ପବନ ଦେହରେ ଟିକେ ବାଜିଲେ ଦେହ ଥରେଇ ଯାଉଛି । ତେବେ ଏହାରି ଭିତରେ ମୟୁରଭଞ୍ଜ…

ଆଜିିଠୁ ଶିମିଳିପାଳରେ ବାଘ ଗଣନା ଆରମ୍ଭ, ଜାନୁଆରୀ ୨୦ ଯାଏ ଚାଲିବ ସର୍ଭେ

କରଞ୍ଜିଆ (କେନ୍ୟୁଜ): ଆଜିିଠୁ ଶିମିଳିପାଳ ଅଭୟାରଣ୍ୟ ସହ ବାରିପଦା ସର୍କଲର ୫ଟି ବନଖଣ୍ଡରେ ଆରମ୍ଭ ହେବ ବାଘ ଗଣନା । ଏଥିରେ ପ୍ରକଳ୍ପର ୧୯ଟି ରେଞ୍ଜ୍ ର ୨୦୯ଟି ଟିମ୍ ଗଣନାରେ ନିୟୋଜିତ ଅଛନ୍ତି । ତଦାରଖ ପାଇଁ ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ଆଜିଠୁ ଆରମ୍ଭ ହୋଇ ଜାନୁଆରୀ ୨୦ ଯାଏ ସର୍ଭେ…

ଆଜିଠୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ପ୍ରସ୍ତୁତି, ୧୮ରୁ ୨୫ ଚାଲିବ ବାଘ ଗଣନା

କରଞ୍ଜିଆ(କେନ୍ୟୁଜ୍):ଆଜିଠାରୁ ଶିମିଳିପାଳ ସମେତ ୩ ବନଖଣ୍ଡରେ ବାଘ ଗଣନା ପାଇଁ ପ୍ରସ୍ତୁତି। ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଶିମିଳିପାଳ ଅଭୟାରଣ୍ୟର ଥିବା ୧୬ ଟି ରେଞ୍ଜ ର ୨୦୯ ବିଟରେ ବାଘ ଗଣନା ହେବ । ୨ହଜାର ୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର…

୧୪ରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ

ଗତକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିଲେ…

ଶିମିଳିପାଳ ସୁରକ୍ଷା ନେଇ ସମୀକ୍ଷା କଲେ ପିସିସିଏଫ, ୧୨ଗୋଟି ସ୍ଥାନରେ ଜଗିବେ ସଶସ୍ତ୍ର ବାହିନୀ

ଶିମିଳିପାଳ ସୁରକ୍ଷା ନେଇ ସମୀକ୍ଷା କଲେ ପିସିସିଏଫ । ୧୨ଗୋଟି ସ୍ଥାନରେ ଜଗିବେ ଯୁଗ୍ମ ଟାସ୍କଫୋର୍ସର ସଶସ୍ତ୍ର ବାହିନୀ । ତିନି ଦିନିଆ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ପିସିସିଏଫ ସୁଶୀଲ କୁମାର ପୋପଲି । କାଠ ମାଫିଆ ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ଶିମିଳିପାଳ ଅଭୟାରଣ୍ୟକୁ…