ପୂର୍ବରୁ କେବେ ବି ଖାଇନଥିବେ ସିମଲା ଲଙ୍କାର ହାଲୱା, ଆଜି ହିଁ ଘରେ ବନାଇ ଏହାର ମଜା ନିଅନ୍ତୁ
ହାଲୱା ତ ସମସ୍ତେ ଖାଇଥିବେ, କେବଳ ଗୋଟିଏ ନୁହେଁ ଆପଣ ଅନେକ ପ୍ରକାରର ହାଲୱା ଖାଇଥିବେ କିନ୍ତୁ କେବେ ଆପଣ ଲଙ୍କାର ହାଲୱା ଖାଇଛନ୍ତି କି ? ଶୁଣିବାକୁ ଟିକିଏ ଅଜବ ଲାଗୁଥିବା ନିଶ୍ଚୟ କିନ୍ତୁ ଥରେ ଏହାକୁ ବନାଇ ଖାଇବା ପରେ ଆପଣ ବୋଧହୁଏ ଅନ୍ୟ କୌଣସି ହାଲୱା ଖାଇବାକୁ ଇଛା କରିବେ ନାହିଁ । ତେବେ…